ରାଜଧାନୀ ସ୍ଥିତି ବିଗିଡ଼ୁଛି: ନିଦ ହଜାଇଲାଣି ଦ୍ରୁତ ସଂକ୍ରମଣ

ଭୁବନେଶ୍ବର : ବୁଧବାର ରାଜଧାନୀରେ ୩୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକାଥରେ ଶତକରୁ ତ୍ରିଶତକକୁ ଡେଇଁଛି। ଗତବର୍ଷ ‌ସେପ୍ଟେମ୍ବରରେ କରୋନା ଯେତେବେଳେ ଶୀର୍ଷରେ ଥିଲା ସେତେବେଳେ ରାଜଧାନୀରୁ ଦିନକୁ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏବେ ପୁଣି ଏହି ସ୍ଥିତି ଉପୁଜିଛି। କିନ୍ତୁ ଏହା ଅତ୍ୟନ୍ତ ଦ୍ରୁତ ଗତିରେ ଆସିଛି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକରେ ହଠାତ୍ ପୂର୍ବ ଦିନ ଅପେକ୍ଷା ଶହେରୁ ଅଧିକ … Continue reading ରାଜଧାନୀ ସ୍ଥିତି ବିଗିଡ଼ୁଛି: ନିଦ ହଜାଇଲାଣି ଦ୍ରୁତ ସଂକ୍ରମଣ